Add Your Heading Text Here
Add Your Heading Text Here

ସତ୍ୟର ସମ୍ବାଦ

କନ୍ଧମାଳ ଜିଲ୍ଲାରୁ କେ.ବି.କେ.ଜିଲ୍ଲରେ ହୋମଗାର୍ଡ ମାନଙ୍କୁ ଛତିଶଗଡ଼ ଇଲେକ୍ସନ ଡିୟୁଟିରେ ମୃତୟନ।

ଫୁଲବାଣୀ :(ସୂର୍ଯ୍ୟ ନାରାୟଣ ବେହେରା) କନ୍ଧମାଳ ଜିଲ୍ଲା ଏବଂ ଓଡ଼ିଶାର ବିଭିନ୍ନ କେ,ବି,କେ, ଜିଲ୍ଲାର ତଥା,ବଉଦ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କେନ୍ଦୁଝର, ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ହୋମଗାର୍ଡ ଭାଇ ମାନଙ୍କୁ ଛତିଶଗଡ଼ ବିଧାନ ସଭା ନିର୍ବାଚନ ନିମନ୍ତେ ଡିୟୁଟି ମୃତୟନ କରାଯାଇଛି। କିନ୍ତୁ ଦୁଃଖର ବିଷୟ ଛତିଶଗଡ଼ ରାଜ୍ୟ ସରକାର ହୋମଗାର୍ଡ କର୍ମଚାରୀଙ୍କୁ ଦୈନିକ ଟ,୯୮୫, ଟଙ୍କା ହିସାବରେ ମାସିକ ଟ,୨୯,୫୬୫, ଟଙ୍କାରୁ ଉର୍ଦ୍ଧ୍ବ ଏବଂ ଛତିଶଗଡ଼ ସରକାରଙ୍କ ଠାରୁ ବିଭିନ୍ନ ସରକାରୀ […]

ସାମାଜିକ ସଂଗଠନ, ଜାଗ୍ରତ କନ୍ଧମାଳ ଓଡିଶା ର କାର୍ଯ୍ୟକାରିଣୀ ବୈଠକ

    ଫୁଲବାଣୀ : (ସୁର୍ଯ୍ୟ ନାରାୟଣ ବେହେରା)ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ ଓଡିଶାର କାର୍ଯ୍ୟକାରିଣୀ ବୈଠକ ସଭାପତି ଅରୁଣ ନାୟକ ଙ୍କ ସଭାପତିତ୍ବରେ ଅତିରିକ୍ତ ଜିଲ୍ଲା ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଉପସଭାପତି ପ୍ରେମାନନ୍ଦ ମାଝୀ, ସାଧାରଣ ସମ୍ପାଦକ ସତ୍ୟନାରାୟଣ ବେହେରା ସହ ସମ୍ପାଦକ ସୋମନାଥ ନାୟକ, କୋଷାଧ୍ଯକ୍ଷ ଶ୍ରୀମତୀ ମେନକା ଅର୍ଜଲୀ, କାର୍ଯ୍ୟକାରିଣୀ ସଦସ୍ୟ ଉମାଚାରଣ ମୁଖି, ସୁକାନ୍ତି ବେହେରା, ମିଥୁନ ନାୟକ, ଜାଗ୍ରତ କନ୍ଧମାଳ ପଛୁଆ ବର୍ଗ […]

ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ପାଇଁ ପ୍ରସ୍ତୁତି ବୈଠକ

    ଫୁଲବାଣୀ : ( ସୂର୍ଯ୍ୟ ନାରାୟଣ ବେହେରା ଙ୍କ ରିପୋର୍ଟ ) କନ୍ଧମାଳ ଜିଲ୍ଲା ମୁଖ୍ୟ ପ୍ରାଣୀ ଓ ମସଛି୍ୟ ସମ୍ପଦ ବିଭାଗ ତରଫରୁ ଆସନ୍ତା ନଭେମ୍ବର ମାସ ଦ୍ଵିତୀୟ ପକ୍ଷାନ୍ତରେ ଦୁଇ ଦିନ ଧରି ଫୁଲବାଣୀ କରୋନେସନ ପଡିଆ ଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲପାଳଙ୍କ ସଦ୍ଭାବନା ସଭାଗୃହରେ କନ୍ଧମାଳ ଜିଲ୍ଲାପାଳ ଆଶିଷ୍ […]

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ।

ଫୁଲବାଣୀ,୦୫/୧୦( ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ) ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ କନ୍ଧମାଳ ଶାଖା ପକ୍ଷରୁ ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସ ଙ୍କ ନେତୃତ୍ୱ ରେ ସାମ୍ବାଦିକ ମାନଙ୍କର ଉନ୍ନତି ନିମନ୍ତେ ୫ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ ସମୟ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଷଦ ର ପ୍ରମୁଖ ଉପଦେଷ୍ଟା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ଉପେନ୍ଦ୍ର ତ୍ରିପାଠୀ ଓ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଙ୍କ ଜରିଆରେ ପ୍ରଦାନ […]

୪୦ କେଜି ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରଫ

ଫୁଲବାଣୀ : (ସୁନୀଲ କୁମାର ବେହେରା)କନ୍ଧମାଳ ଜିଲ୍ଲା ସଦର ଅବକାରୀ ବିଭାଗକୁ ମିଳିଛି ସଫଳତା l ସୁପରିଟେଣ୍ଡେଣ୍ଟ ପ୍ରବୀର କୁମାର ସାମଲଙ୍କ ନିର୍ଦ୍ଦେଶ କ୍ରମେ କୋଣସି ସୂତ୍ରରୁ ଖବର ପାଇ ଏସ ଆଇ ସାଗର ଭୋଇ, ଏ ଏସ ଆଇ ଶୁକାନ୍ତ କୁମାର କହଁର, ଷ୍ଟାଫ ଅନିଲ କୁମାର ବେହେରା, ସଞ୍ଜୀବ ପ୍ରଧାନ ଓ ମିଲନ କୁମାର ସାହୁ ଗୁମାଗଡ଼ ମୁଖ୍ୟ ରାସ୍ତାରେ ଜଗି ଥିଲେ l ଏହି ସମୟରେ ଏକ ଧଳା ରଙ୍ଗର ହୁଣ୍ଡାଇ କାର( […]

କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ବ୍ରାହ୍ମଣୀଗାଁ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୮୦ ୟୁନିଟ୍ ରକ୍ତ ସଂଗ୍ରହ

ଫୁଲବାଣୀ ୨୨।୯, :(ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ)କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ, ଆଜି ଜିଲ୍ଲା ର ଉପାନ୍ତ ଅଞ୍ଚଳରେ ଥିବା ବ୍ରାହ୍ମଣୀଗାଁ ଥାନା ପୋଲିସ୍ ଦ୍ବାରା, ସ୍ଥାନୀୟ ରୁଷିମାଳ କଲେଜ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅୟୋଜିତ ଏହି ଶିବିରରେ ବାଲିଗୁଡ଼ା ଏସଡିପିଓ ୟଶ ପ୍ରତାପ ଶ୍ରୀମଲ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନ,ଫୁଲବାଣୀ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର […]

ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ଦାବି ଶୁଣିଲେ ସରକାର,୨୦୧୬ ପିଛିଲାରୁ ପାଇବେ ୭ମ ବେତନହାର:ପଦକ୍ଷେପକୁ ସ୍ବାଗତ କଲା ସଂଘ

        ଫୁଲବାଣୀ ୨୧। ୯,ସ୍ଥଗିତ ରହିଲା ରାଜ୍ୟ ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ସାମୁହିକ ଛୁଟି ଓ ତିନି ଦିନିଆ ଆନ୍ଦୋଳନ। ଆଜି, ରାଜ୍ୟ ଅତିରିକ୍ତ ନିବନ୍ଧକ, ରାଜ୍ୟ ସମବାୟ ସମିତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସମବାୟ ସମିତି ଓ ବ୍ଯାଙ୍କ କର୍ମଚାରୀ ମାନେ ଏକ ଜାନୁଆରୀ ୨୦୧୬ ଠାରୁ ପିଛିଲାରୁ ୭ମ ବେତନ କମିଶନର ଦରମା ପ୍ରଦାନ କରାଯିବ ବୋଲି ସୁଚନା ଦେଇଛନ୍ତି ଅତିରିକ୍ତ […]

ଆସନ୍ତା ଡିସେମ୍ବର ୨୯ ଓ ୩୦ ଦୁଇଦିନ ଓକିଲ ସମ୍ମିଳନୀ ଅନୁଷ୍ଠିତ ହେବ

ଫୁଲବାଣୀ : ଫୁଲବାଣୀ ବାର ଆସୋସିଏସନ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲା ଓକିଲ ସଂଘ ଓ ଅଲ ଓଡିଶା ଲୟରର୍ସ ଆସୋସିଏସନର ମିଳିତ ଆନୁକୁଲ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ସଂଘର ସଭାପତି ଆଇନଜୀବୀ ଭଗବାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ, ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ଫୁଲବାଣୀ ରେ ଆସନ୍ତା ଡିସେମ୍ବର ୨୯ ଓ ୩୦ ତାରିଖରେ ଅଲ ଓଡିଶା ଲୟରର୍ସ ଆସୋସିଏସନର […]

ବିଏମଏସ ପକ୍ଷରୁ ବନାନୀ କଳା ସଂଙ୍ଗମଠାରେ ବିଶ୍ୱକର୍ମା ଦିବସ ପାଳିତ।

ଫୁଲବାଣୀ:ଭାରତୀୟ ମଜଦୂର ସଂଘ କନ୍ଧମାଳ ପକ୍ଷରୁ ବନାନୀ କଳା ସଂଙ୍ଗମଠାରେ ବିଶ୍ୱକର୍ମା ଦିବସ ପାଳିତ ହୋଇଯାଇଛି।ଜିଲା ମଜଦୂର ସଂଘ ସଭାପତି ଅଶୋକ ପରିଡାଙ୍କ ପୌରୋହିତ୍ୟରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି।୧୯୫୫ମସିହାରେ ଦନ୍ତୋପନ୍ତ ଠେଙ୍ଗଡୀଙ୍କ ଦ୍ୱାରା ଶ୍ରମିକଙ୍କ ହିତରେ ଭାରତୀୟ ମଜଦୂର ସଂଘ ଗଠନ ଓ ଏହାର ଜନମଙ୍ଗଳ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା।ଏହି ସଂଗଠନ ଶ୍ରମିକଙ୍କ ସାମୁହିକ ହିତରେ କାର୍ଯ୍ୟ କରିଥାଏ।ଶ୍ରମିକ ମାନେ ଆତ୍ମ ସମ୍ମାନର ସହ ସୁଖ ସ୍ୱାଛାନ୍ଦ୍ୟରେ ପରିବାର ଚଳାଇବା ପାଇଁ ଆବଶ୍ୟକ […]