Add Your Heading Text Here
Add Your Heading Text Here

ସତ୍ୟର ସମ୍ବାଦ

ଛଅ ବର୍ଷର ଚୁକ୍ତି ଅବଧିକୁ ଯୋଗ ଓ ପୁରୁଣା ପେନସନ ଦାବିରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ ।

ଫୁଲବାଣୀ:ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ହେବାର ବର୍ଷେ ହେବାକୁ ବସିଲାଣି ହେଲେ ହେଲେ ନ୍ୟାୟ ପାଇଲେନି ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ । ନୂତନ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକ ମାନେ ପ୍ରଥମରୁ ନିୟମିତ ଶିକ୍ଷକର ମାନ୍ୟତା ପାଇଲେ କିନ୍ତୁ ସରକାରଙ୍କ ଆର୍ଥିକ ଦୁଃସ୍ଥିତି ବେଳେ ସରକାରଙ୍କୁ ସହଯୋଗ ପୂର୍ବକ ନାମମାତ୍ର ଦରମାରେ କାମ କରିଥିବା ଶିକ୍ଷକ ଏବେ ଅବହେଳାର ଶିକାର । କାହାର ଛଅ ବର୍ଷ ଚୁକ୍ତି ଅବଧି ଧୋଇଗଲା ତ କାହାର ତିନିବର୍ଷ । ଏ […]