ମିଳିତ ଖ୍ରୀଷ୍ଟୀୟ ମଞ୍ଚ ପକ୍ଷରୁ ପ୍ରାକ-ଖ୍ରୀଷ୍ଟଜନ୍ମ ମହୋତ୍ସବ ପାଳିତ
ମିଳିତ ଖ୍ରୀଷ୍ଟୀୟ ମଞ୍ଚ ପକ୍ଷରୁ ପ୍ରାକ-ଖ୍ରୀଷ୍ଟଜନ୍ମ ମହୋତ୍ସବ ପାଳିତ।ମିରାକିଲ ସଂଗୀତ ଦଳ ସଙ୍ଗିତ ପରିବେଷଣ।
୪୦ କେଜି ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରଫ
ଫୁଲବାଣୀ : (ସୁନୀଲ କୁମାର ବେହେରା)କନ୍ଧମାଳ ଜିଲ୍ଲା ସଦର ଅବକାରୀ ବିଭାଗକୁ ମିଳିଛି ସଫଳତା l ସୁପରିଟେଣ୍ଡେଣ୍ଟ ପ୍ରବୀର କୁମାର ସାମଲଙ୍କ ନିର୍ଦ୍ଦେଶ କ୍ରମେ କୋଣସି ସୂତ୍ରରୁ ଖବର ପାଇ ଏସ ଆଇ ସାଗର ଭୋଇ, ଏ ଏସ ଆଇ ଶୁକାନ୍ତ କୁମାର କହଁର, ଷ୍ଟାଫ ଅନିଲ କୁମାର ବେହେରା, ସଞ୍ଜୀବ ପ୍ରଧାନ ଓ ମିଲନ କୁମାର ସାହୁ ଗୁମାଗଡ଼ ମୁଖ୍ୟ ରାସ୍ତାରେ ଜଗି ଥିଲେ l ଏହି ସମୟରେ ଏକ ଧଳା ରଙ୍ଗର ହୁଣ୍ଡାଇ କାର( […]
କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ବ୍ରାହ୍ମଣୀଗାଁ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୮୦ ୟୁନିଟ୍ ରକ୍ତ ସଂଗ୍ରହ
ଫୁଲବାଣୀ ୨୨।୯, :(ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ)କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ, ଆଜି ଜିଲ୍ଲା ର ଉପାନ୍ତ ଅଞ୍ଚଳରେ ଥିବା ବ୍ରାହ୍ମଣୀଗାଁ ଥାନା ପୋଲିସ୍ ଦ୍ବାରା, ସ୍ଥାନୀୟ ରୁଷିମାଳ କଲେଜ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅୟୋଜିତ ଏହି ଶିବିରରେ ବାଲିଗୁଡ଼ା ଏସଡିପିଓ ୟଶ ପ୍ରତାପ ଶ୍ରୀମଲ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନ,ଫୁଲବାଣୀ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର […]
ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ଦାବି ଶୁଣିଲେ ସରକାର,୨୦୧୬ ପିଛିଲାରୁ ପାଇବେ ୭ମ ବେତନହାର:ପଦକ୍ଷେପକୁ ସ୍ବାଗତ କଲା ସଂଘ
ଫୁଲବାଣୀ ୨୧। ୯,ସ୍ଥଗିତ ରହିଲା ରାଜ୍ୟ ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ସାମୁହିକ ଛୁଟି ଓ ତିନି ଦିନିଆ ଆନ୍ଦୋଳନ। ଆଜି, ରାଜ୍ୟ ଅତିରିକ୍ତ ନିବନ୍ଧକ, ରାଜ୍ୟ ସମବାୟ ସମିତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସମବାୟ ସମିତି ଓ ବ୍ଯାଙ୍କ କର୍ମଚାରୀ ମାନେ ଏକ ଜାନୁଆରୀ ୨୦୧୬ ଠାରୁ ପିଛିଲାରୁ ୭ମ ବେତନ କମିଶନର ଦରମା ପ୍ରଦାନ କରାଯିବ ବୋଲି ସୁଚନା ଦେଇଛନ୍ତି ଅତିରିକ୍ତ […]
ଆସନ୍ତା ଡିସେମ୍ବର ୨୯ ଓ ୩୦ ଦୁଇଦିନ ଓକିଲ ସମ୍ମିଳନୀ ଅନୁଷ୍ଠିତ ହେବ
ଫୁଲବାଣୀ : ଫୁଲବାଣୀ ବାର ଆସୋସିଏସନ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲା ଓକିଲ ସଂଘ ଓ ଅଲ ଓଡିଶା ଲୟରର୍ସ ଆସୋସିଏସନର ମିଳିତ ଆନୁକୁଲ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ସଂଘର ସଭାପତି ଆଇନଜୀବୀ ଭଗବାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ, ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ଫୁଲବାଣୀ ରେ ଆସନ୍ତା ଡିସେମ୍ବର ୨୯ ଓ ୩୦ ତାରିଖରେ ଅଲ ଓଡିଶା ଲୟରର୍ସ ଆସୋସିଏସନର […]
ବିଏମଏସ ପକ୍ଷରୁ ବନାନୀ କଳା ସଂଙ୍ଗମଠାରେ ବିଶ୍ୱକର୍ମା ଦିବସ ପାଳିତ।
ଫୁଲବାଣୀ:ଭାରତୀୟ ମଜଦୂର ସଂଘ କନ୍ଧମାଳ ପକ୍ଷରୁ ବନାନୀ କଳା ସଂଙ୍ଗମଠାରେ ବିଶ୍ୱକର୍ମା ଦିବସ ପାଳିତ ହୋଇଯାଇଛି।ଜିଲା ମଜଦୂର ସଂଘ ସଭାପତି ଅଶୋକ ପରିଡାଙ୍କ ପୌରୋହିତ୍ୟରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି।୧୯୫୫ମସିହାରେ ଦନ୍ତୋପନ୍ତ ଠେଙ୍ଗଡୀଙ୍କ ଦ୍ୱାରା ଶ୍ରମିକଙ୍କ ହିତରେ ଭାରତୀୟ ମଜଦୂର ସଂଘ ଗଠନ ଓ ଏହାର ଜନମଙ୍ଗଳ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା।ଏହି ସଂଗଠନ ଶ୍ରମିକଙ୍କ ସାମୁହିକ ହିତରେ କାର୍ଯ୍ୟ କରିଥାଏ।ଶ୍ରମିକ ମାନେ ଆତ୍ମ ସମ୍ମାନର ସହ ସୁଖ ସ୍ୱାଛାନ୍ଦ୍ୟରେ ପରିବାର ଚଳାଇବା ପାଇଁ ଆବଶ୍ୟକ […]
ଡ଼ଃ ନୃସିଂହାନନ୍ଦ ମହାପାତ୍ର ଙ୍କୁ ମିଳିଲା ଅନ୍ତର୍ଜାତୀୟ ରବୀନ୍ଦ୍ର ନାଥ ଠାକୁର ସମ୍ମାନ।
ଡ଼ଃ ନୃସିଂହାନନ୍ଦ ମହାପାତ୍ର ଙ୍କୁ ମିଳିଲା ଅନ୍ତର୍ଜାତୀୟ ରବୀନ୍ଦ୍ର ନାଥ ଠାକୁର ସମ୍ମାନ। ଭୁବନେଶ୍ୱର:ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ତଥା କନ୍ଧମାଳର ଯଶ୍ୱସୀ କବି, କଥାକାର, ସଂଗଠକ ଓ ବୁଦ୍ଧିଜୀବୀ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମହାରାଷ୍ଟ୍ରର ସମତା ସାହିତ୍ୟ ଏକାଡେମୀ ତରଫରୁ ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ ରବୀନ୍ଦ୍ରନାଥ ଠାକୁର ସମ୍ମାନ ପ୍ରଦାନ କରାଯାଇଛି | ମହାରାଷ୍ଟ୍ରର ନାଗପୁର ସହରରେ ଅବସ୍ଥିତ ସାଇନାଥ ଏନକ୍ଳେଭ ସ୍ଥିତ ହୋଟେଲ ଦ୍ଵାରକାର କନଫରେନ୍ସ ହଲରେ ଆୟୋଜିତ ଏକ ବର୍ଣ୍ଣଢ୍ୟ ସମାବେଶରେ ମୁଖ୍ୟ ଅତିଥି ମହାରାଷ୍ଟ୍ର […]
ଛଅ ବର୍ଷର ଚୁକ୍ତି ଅବଧିକୁ ଯୋଗ ଓ ପୁରୁଣା ପେନସନ ଦାବିରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ ।
ଛଅ ବର୍ଷର ଚୁକ୍ତି ଅବଧିକୁ ଯୋଗ ଓ ପୁରୁଣା ପେନସନ ଦାବିରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ ଫୁଲବାଣୀ:ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ହେବାର ବର୍ଷେ ହେବାକୁ ବସିଲାଣି ହେଲେ ନ୍ୟାୟ ପାଇଲେନି ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ । ନୂତନ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକ ମାନେ ପ୍ରଥମରୁ ନିୟମିତ ଶିକ୍ଷକର ମାନ୍ୟତା ପାଇଲେ କିନ୍ତୁ ସରକାରଙ୍କ ଆର୍ଥିକ ଦୁଃସ୍ଥିତି ବେଳେ ସରକାରଙ୍କୁ ସହଯୋଗ ପୂର୍ବକ ନାମମାତ୍ର ଦରମାରେ କାମ କରିଥିବା ଶିକ୍ଷକ ଏବେ […]