Add Your Heading Text Here
Add Your Heading Text Here

ସତ୍ୟର ସମ୍ବାଦ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦ ର ଅରବିନ୍ଦ ନଗର ରେ ଆଜି ଜମୁଛି ଥିଲା ପଞ୍ଚୁକ ।ଆୟଜକ କରିଛନ୍ତି କନ୍ଧମାଳ ଯୁବ ସାମ୍ବାଦିକ ଅଶୋକ କୁମାର ମିଶ୍ର ଏଠି ସକାଳ ୮ ଟା ସମୟ ରେ ଫୁଲବାଣୀ ସାଲୁକଙ୍କି ନଦୀରୁ ମହା ଆଡମ୍ବର ରେ କଳସ ଯାତ୍ରା ହୋଇଥିଲା ସକାଳ ୧୦ ଟା ସମୟ ରେ ନାମ ସଂକୀର୍ତନ ଆରମ୍ଭ ହୋଇଥିଲା ତା ସହିତ କନ୍ଧମାଳ ଜିଲ୍ଲାର ପ୍ରଶିଦ୍ଧ ପ୍ରହଲ୍ଲାଦ ନାଟକ ବଡଭୁଇଁ କଳାକାର ମାନେ ନାଟକ ଆରମ୍ଭ କରିଥିଲେ ଚାରି ଗୋଟି ନାମ ସଂକୀର୍ତନ ଏଥିରେ ଯୋଗଦେଇ ଥିଲେ ଏବଂ ଅପରାହ୍ନ ୧୨ ଟା ସମୟ ରେ ପ୍ରସାଦ ସେବନ ଆରମ୍ଭ ହୋଇଥିଲା ପ୍ରାୟ ପାଞ୍ଚ ହଜାର ରୁ ଅଧିକ ଭକ୍ତ ପ୍ରସାଦ ସେବନ କରିଛନ୍ତି ଏହି କାର୍ଯ୍ୟକ୍ରମ ରେ ଫୁଲବାଣୀ ପୌରପରିଷଦ ର ଅଧ୍ୟକ୍ଷା ଯୋଗଦେଇ ଥିବା ବେଳେ କନ୍ଧମାଳ ଜିଲ୍ଲା,ନୟାଗଡ ଜିଲ୍ଲା,ଗଞ୍ଜାମ ଜିଲ୍ଲା ରୁ ବହୁ ଗଣମାଧ୍ୟମ ଓ ପ୍ରସାଶନିକ ଯୋଗଦେଇ ଦେଇଥିଲେ
କନ୍ଧମାଳ ଜିଲ୍ଲାର ଯୁବ ସାମ୍ବାଦିକ ଅଶୋକ କୁମାର ମିଶ୍ର ଙ୍କୁ ସମସ୍ତେ ସାଧୁବାଦ ଜ୍ଞାପନ କରିବା ସହ ଏହି କାତ୍ତିର୍କ ମାସ ବଡ ଓଷାରେ ଯେଉଁ କାର୍ଯ୍ୟକ୍ରମ କରିଛନ୍ତି ତାହା କନ୍ଧମାଳ ଜିଲ୍ଲାର ସାମ୍ବାଦିକ ମାନଙ୍କ ପାଇଁ ଏକ ଗୌରବ ମନେକରୁଛନ୍ତି।

Leave a Reply

Your email address will not be published. Required fields are marked *